କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

ଭୁବନେଶ୍ୱର : ଶୀତ ଦିନ ଆସୁଥିବାରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାର ନାମ ‘ଲକ୍ଷ୍ମଣରେଖା’ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯିବ, ସେମାନେ ପୁଲିସ ମେଡିକାଲ ଡାକ୍ତରଙ୍କ ନଜରରେ ରହିବେ। ଯଦି ୫ଦିନ ଭିତରେ ଥଣ୍ଡା, କାଶ, ଜ୍ବର ନ କମିଲା, ତାହାଲେ କୋଭିଡ୍ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଫଳରେ ପ୍ରାଥମିକ ସ୍ତରରେ … Continue reading କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’